ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲା ୭ଟି ବିଏ.୪, ବିଏ.୫ ମାମଲା

ନୂଆଦିଲ୍ଲୀ : ଓମିକ୍ରନର ଉପ-ପ୍ରଜାତି ବା ସବ-ଭାରିଆଣ୍ଟ ବିଏ.୪ ଓ ବିଏ.୫ର ଆଉ କିଛି ମାମଲା ଭାରତରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ବିଏ.୪ର ୪ଟି ମାମଲା ଓ ବିଏ.୫ର ୩ଟି ମାମଲା ଚିହ୍ନଟ ହୋଇଛି। ଏହି ୭ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୩ ଜଣ ମହିଳା। ରାଜ୍ୟରେ ପ୍ରଥମ ଥର ପାଇଁ ଏସବୁ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, … Continue reading ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲା ୭ଟି ବିଏ.୪, ବିଏ.୫ ମାମଲା